Complaint Help for education

  • Achyutananda Samanta MP Contact Details, Contact Address, Phone Number, Email ID, Website, Office - Help for education
    Bhagya Banta Bishi on 2024-01-16 12:04:02

    ସମାନୀୟ କିସ୍ସ ବିଦ୍ୟାଳୟ ,ପରିଚାଳକ , ମୋହୋଦୟ ,

    ମାହାଶୟ ,
    ମୁ ଶ୍ରୀ ଭାଗ୍ୟ ବନ୍ତ ବିଷୀ ,ବୟସ -32 ଗ୍ରାମ –କୋମନା , ଜି-ନୂଆପଡା , ବାସିନ୍ଦା ଅଟେ , ମୁ ଦୀର୍ଘ ୧୦ ବର୍ଷ ଠାରୁ ଏକ ଘରୋଇ ଏନଜିଓ ରେ Accountant-cum-DEO ଭାବରେ କାର୍ଯ କରିଆସୁଅଛି I ମୋ ର ଗୋଟିଆ ପୁଅ -୯ ବର୍ଷ ଓ ଝିଅ -୬ ବର୍ଷ ର ଅଛି I ଯାହାକି , ବର୍ତମାନ ସ୍ଥାନୀୟ ସରକାରୀ ସ୍କୁଲ ରେ ପଡୁଛନ୍ତି I ଯାହାକି , ବର୍ତମାନ ମୋର ପୁଅ-ଝିଅ କୁ ଆପଣକ ସ୍କୁଲ ରେ ପଢାଇବା ପାଇଁ ବହୁତ ଆଗ୍ରହ ଅଛି , କିନ୍ତୁ ସ୍କୁଲ ର ନିୟମ ଅନୁଯାଇ କେବଳ ଆଦିବାସୀ ଛତ୍ର , ଛାତ୍ରୀ ମା-ନଙ୍କୁ ପଢାଇବା ର ସୁଯୋଗ ଅଛି I ମୋହୋଦୟ ମୁ ଆପାଙ୍କୂ ଅନୁରୋଧକରେ କି ଆପଣଙ୍କ ବିଦ୍ୟାଳୟରେ ମୁ ଓ ମୋ ସ୍ତ୍ରୀ ଦୁଇଜଣ ଆପଙ୍କର ବିଦ୍ୟାଳୟରେ ଯୋକୌଣସି କାର୍ଯ କରି ମଧ୍ୟ , ଆପଙ୍କ ବିଦ୍ୟାଳୟରେ ମୋ ପୁଅ , ଝିଅ କୁ ପଢାଇବା ର ସୁଯୋଗ ଦେଲେ ଆମ୍ଭେ ଆପଙ୍କଠାରେ ଚିର ଉପକୃତ ହେବୁ I


    CV
    ଶିକ୍ଷାଗତ ଯୋଗ୍ୟତା -+2
    Experience- 10 year Accountant-Cum-DEO
    Driving with 5 year license
    ସ୍ତ୍ରୀ- ମେଟ୍ରିକ
    Trialing fully Experience

    ଆପଣଙ୍କର ନିସ୍ପତି ର ପେକ୍ଷାରେ