Complaint ଏତେ ବଡ଼ ବନାନ୍ ଅଶୁଦ୍ଧି କେମିତି ??

  • Sambad Newspapers Contact Number in Bhubaneswar - ଏତେ ବଡ଼ ବନାନ୍ ଅଶୁଦ୍ଧି କେମିତି ??
    ବିଶ୍ୱଜିତ୍ ପାଣି on 2019-10-10 07:27:21

    ସାର୍,
    ସମ୍ବାଦ ଖବରକାଗଜ ର ଭୁବନେଶ୍ୱର ରୁ ପ୍ରକାଶିତ ସଂସ୍କରଣ ରେ ୧୨ ପୃଷ୍ଠା ରେ "ମହିଷାମର୍ଦ୍ଦିନୀ" କୁ "ମହିଷମର୍ଦିନୀ" ଲେଖି ପ୍ରକାଶ କରିଛନ୍ତି, ପୁନଶ୍ଚ ବଡ଼ ବଡ଼ ଅକ୍ଷରରେ । ଆପଣଙ୍କ ପାଖରେ କଣ୍ ଭଲ ସମ୍ପାଦକ ନାହାନ୍ତି ନା ତନଖି ବା ସମୀକ୍ଷା ହେଉନାହିଁ ?? ଦୁଃଖର କଥା ଯେ ଓଡିଶାର ଏକ ବିଶିଷ୍ଟ ଖବରକାଗଜ ରେ ଏଭଳି ଭୁଲ୍.... ଗ୍ରହଣ କରିବା ସହଜ ନୁହେଁ ।